#ଆଦାନୀ_ଏଣ୍ଟରପ୍ରାଇଜେସ_ଜାରି_କଲା_ଏହାର_ପ୍ରଥମ_କ୍ବାର୍ଟର_ରେଜଲ୍ଟ
କମ୍ପାନୀର ଆୟରେ ଆଖିଦୃଶିଆ ବୃଦ୍ଧି, 223 ପ୍ରତିଶତ ବଢି ହେଲା 41,066 କୋଟି । ଇବିଡିଟିଏରେ 107 ପ୍ରତିଶତ ବୃଦ୍ଧି ପରେ ଆୟ ଛୁଇଁଲା 1965 କୋଟି । ସେଥିମଧ୍ୟରେ ରହିଛି ଫ୍ରାନସର ଉର୍ଜା କମ୍ପାନୀ ଟୋଟାଲ ଏନର୍ଜି ସହ 25 ପ୍ରତିଶତ ଅଂଶୀଦାରରେ ଉର୍ଜା କ୍ଷେତ୍ରରେ ନିବେଶ ନେଇ ଚୁକ୍ତି ।
#AdaniEnterprisesLimited #firstquarterresults #projects #Agreement #ArgusNews