#ଓଡ଼ିଶାରେ_60_ହଜାର_କୋଟି_ଟଙ୍କାର_ପୁଞ୍ଜିନିବେଶ_କରିବ_ଅଦାନୀ_ଗ୍ରୁପ
ମେକ୍ ଇନ୍ ଓଡ଼ିଶାରେ ଅଦାନୀ ପୋର୍ଟସ୍ ଆଣ୍ଡ ଏସ୍ଇଜେଡ୍ ସିଇଓ କରନ ଅଦାନୀଙ୍କ ବଡ଼ ଘୋଷଣା । ଓଡ଼ିଶାରେ 60 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଅଦାନୀ ଗ୍ରୁପ । ଆଗାମୀ 10 ବର୍ଷ ମଧ୍ୟରେ ଏହି ପୁଞ୍ଜିନିବେଶ କରିବ ଅଦାନୀ...।
#ArgusNews #AdaniGroup #investment #KaranAdani #MakeinOdishaConclave #Odisha