ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟିର ମାଧ୍ୟମ ହୋଇଛି ଆଦାନୀ ପୋର୍ଟ। ଅନେକ ଯୁବକଙ୍କୁ ରୋଜଗାର ମିଳିବା ସହ ସେମାନଙ୍କ ଜୀବନରେ ଆସିଛି ବ୍ୟାପକ ପରିବର୍ତ୍ତନ। ପୋର୍ଟ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗୁଁ ସ୍ଥାନୀୟ ଅଂଚଳରେ ଆର୍ଥିକ ସହ ସାମାଜିକ ବିକାଶ ହୋଇପାରିଛି ସମ୍ଭବ।
#ArgusNews #AdaniPort #employment #socialdevelopment #economic #Odisha