ଆଦାନୀ ପାୱାର ଲିମିଟେଡ୍ ତାର କ୍ୱାଟର ୩ ଫଳାଫଳ ଘୋଷଣା କରିଛି। ରାଜସ୍ୱ ୪୮ ପ୍ରତିଶତ ଅଭିବୃଦ୍ଧି ସହ ଏହା ୮୨୯୦ କୋଟିରେ ପହଞ୍ଚିଛି। ୨୦୨୨ ଆର୍ôଥକ ବର୍ଷରେ ଏହା ୫,୫୯୪ କୋଟି ରହିଥିଲା।EBITDA ୧,୯୯୬ କୋଟିରେ ପହଞ୍ଚିଛି।
#ArgusNews #AdaniPower #GautamAdani #Totalrevenue #national