#ଦେଶରେ_କାହିଁକି_ଏସିଆ_ମହାଦେଶରେ_ପ୍ରଥମ
ମାଇନିଂ ପାଇଁ ହାଇଡ୍ରୋଜେନ ଇନ୍ଧନ ଆଧାରିତ ବିଶ୍ବର ପ୍ରଥମ ଫୁଏଲ୍ ସେଲ୍ ଅପରେଟେଡ୍ ଟ୍ରକ ଆଣିବ ଆଦାନୀ ଗ୍ରୁପ । ଏହିବର୍ଷ ସୁଦ୍ଧା କାମରେ ନିୟୋଜିତ ହେବ ଟ୍ରକ। ହାଇଡ୍ରୋଜେନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାକୁ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ଏହା ତାର ପ୍ରଥମ ସୋପାନ ।
#ArgusNews #AdaniGroup #fuelcelloperatedtruck #hydrogen #electrictrucks #manufactures #greenhydrogenprojects