କୁଚିଣ୍ଡା ତହସିଲଦାର ଅଫିସ ଓ ଘରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଏମ ମିଞ୍ଜଙ୍କ ନେତୃତ୍ୱରେ ଏକ ଦଳ କୁଚିଣ୍ଡା ଆସି ତହସିଲ ଅଫିସରେ ଅଶୋକ ପଟେଲ ନାମକ ଜଣେ ବ୍ୟକ୍ତି ଠାରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି
#Sambalpur #VigilanceRaid #Tahasildar #Odisha #ArgusNews