#ଆସୁଛି_ଆଦିଶକ୍ତି_ମା_ବିରଜାଙ୍କ_ରଥଯାତ୍ରା
#ଶେଷ_ପର୍ଯ୍ୟାୟରେ_ମା_ଙ୍କ_ରଥ_ନିର୍ମାଣ_କାର୍ଯ୍ୟ
9ଦିନ ଧରି ରଥରେ ମନ୍ଦିର ପରିକ୍ରମା କରିବେ ମା’ ବିରଜା
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ବିଶ୍ୱରେ ଅନନ୍ୟ ଓ ନିଆରା । ଦେବୀ ପୀଠ ମାନଙ୍କ ମଧ୍ୟରେ କେବଳ ମା ବିରଜାଙ୍କର ପୀଠରେ ହିଁ ବର୍ଷକୁ ଥରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଦୁର୍ଗାପୂଜା ସମୟରେ 9ଦିନ ଧରି ମା’ ରଥରେ ଚଢି ମନ୍ଦିର ପରିକ୍ରମା କରିଥାନ୍ତି ।
#Adishakti #MaaBiraja #RathaYatra #Jajpur #DurgaPuja #tradition #Odisha #ArgusNews