ବାଲେଶ୍ଵର ଜିଲ୍ଲାର ନୀଳଗୀରି ପାହାଡ଼ ପାଖରେ ଝରଣାର ଜଳ ସ୍ରୋତ ମଧ୍ୟରେ ରହିଛି ପାଞ୍ଚଟି ଲିଙ୍ଗ ଏହି ଲିଙ୍ଗ ଯୋଗୁ ଏହି ସ୍ଥାନକୁ ପଞ୍ଚଲିଙ୍ଗେଶ୍ଵର ନାମରେ ନାମିତ କରାଯାଇଛି
#ArgusNews #odishatourism #touristplace #AeiAmaSundaraOdisha #Odisha #Balasore #ArgusSpecial #PanchaLingeswarTemple