ରେମୁଣାରେ ଅଘୋରୀ ନୃତ୍ୟ । ଆସିଛନ୍ତି ଅଘୋରୀ। ମୁହଁରେ ଦେହରେ ବୋଳୁଛନ୍ତି ଭସ୍ମ। ଚାହୁଁଛନ୍ତି ଏମିତି ଯେମିତି ଖୋଲିଛି ମହାଦେବଙ୍କ ୩ୟ ନୟନ। ବାଲେଶ୍ବର ମାଟିରେ ଅଘୋରୀମାନଙ୍କ ଏହି ନୃତ୍ୟ ଦେଖିବାକୁ ଜମୁଛି ଭିଡ
#Odisha #Balasore #AghoriDance #ArgusNews