ମୋଦି ସରକାରଙ୍କ ଭଲ ଭଲ ଯୋଜନାକୁ ବିରୋଧ କରି ବିରୋଧୀ ଦଳ ନିଜ ଟିଆରପି ବଢାଉଛନ୍ତି । ଅଗ୍ନିପଥ ଏକ ଭଲ ଯୋଜନା । ଅଗ୍ନିବୀରଙ୍କ ଭବିଷ୍ୟତ ଉଜ୍ଜ୍ଵଳ । ଏହାକୁ ଆମ ସମସ୍ତଙ୍କୁ ବୁଝିବାକୁ ପଡିବ : ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ
#AgnipathScheme #Protest #ModiGovt #governmentscheme #ArgusNews