#ହକି_ମ୍ୟାଚ_ଉପଭୋଗ_କଲେ_ଅଗ୍ନିବୀର
କଳିଙ୍ଗ ଷ୍ଟାଡିଅମରେ ହକି ମ୍ୟାଚ ଉପୋଭୋଗ କଲେ ଆଗକୁ ପାସ ଆଉଟ ହେବାକୁ ଥିବା ଆଇଏନଏସ ଚିଲିକା ଅଗ୍ନିବୀର। ତେବେ ପାସ ଆଉଟ ଥିବା ଅଗ୍ନିବୀରଙ୍କୁ ଉତ୍ସାହିତ କରିଵା ପାଇଁ ଆୟୋଜିତ ହୋଇଥିବା ଏହି ମ୍ୟାଚ ଓଡିଶା ହକି ଟିମ ଏବଂ ଭାରତୀୟ ନୌସେନାର ହକି ଟିମ ମଧ୍ୟରେ ହୋଇଥିଲା...।
#ArgusNews #agniveer #HockeyMatch #INSChilka #Bhubaneswar #Odisha