#ଆଖିରେ_ଆଖିଏ_ଆଶା_ମନରେ_ଜୋଶ୍
ଚେହେରାରେ ଚମକ ଆଉ ହୃଦୟରେ ଦେଶ ପାଇଁ ବଳିଦାନ ପାଇଁ ପ୍ରସ୍ତୁତ ଭାବନା । ଏମାନେ ହେଉଛନ୍ତି ଦେଶର ପ୍ରଥମ ମହିଳା ନୌସୈନିକ ଅଗ୍ନିବୀର । ଯେଉଁମାନେ ଦିନରାତି କଠିନ ସଂଘର୍ଷ କରି ରାଷ୍ଟ୍ରର ସୁରକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଇଏନଏସ ଚିଲିକାରେ ୩୦୦୦ରୁ ଅଧିକ ନୌସୈନିକଙ୍କୁ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଟ୍ରେନିଂ ଦିଆଯାଉଛି । ଯେଉଁଥିରେ ପ୍ରଥମ ଥର ୨୩୦ ମହିଳାଙ୍କୁ ମଧ୍ୟ ରିକ୍ରୁଟ୍ କରାଯାଇଛି ।
#ArgusNews #Agniveer #IndianNavy #Training #INSChilika #Odisha