ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର କୃଷି ବଜେଟ ପ୍ରହେଳିକା । ୨୦୧୩-୧୪ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲା ସ୍ଵତନ୍ତ୍ର କୃଷି ବଜେଟ। ହେଲେ ଏବେ ବି ଓଡିଶା ଚାଷୀଙ୍କ ଆୟ ଦେଶରେ ତଳ ଆଡୁ ଦ୍ଵିତୀୟ। ଏବେ ବି ୬୯ଟି ବ୍ଲକରେ ହୋଇ ପାରନି ୩୫ ପ୍ରତିଶତ ଜଳସେଚନ।ରାଜ୍ୟରେ ୧୨୩ଟି ଶୀତଳ ଭଣ୍ଡାରରୁ ୭୯ଟି ଅଚଳ।
#stategovernment #AgricultureBudget #farmers #coldstoragefacilities #CAGReport #ArgusNews