#କୃଷି_ବିଭାଗରେ_ଦୁର୍ନୀତିର_ପାହାଡ
ସେଡ୍ ନେଟ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ୨୦୦ କୋଟିରୁ ଅଧିକ ଚଳୁ। ସୂଚନା ଅଧିକାର ବଳରେ ଖୋଲିଗଲା ରାଜ୍ୟ ସରକାରଙ୍କ ପୋଲ୍। ବିବାଦ ଘେରରେ ପୂର୍ବତନ କୃଷିମନ୍ତ୍ରୀ ଅରୁଣ ସାହୁ।
#AgricultureDepartment #Corruption #RTI #OdishaGovt #Odisha #ArgusNews