ବ୍ୟାଙ୍କ ମାଧ୍ୟମରେ କୃଷକଙ୍କୁ ଦିଆଯାଉଛି ପ୍ରାୟ ୧୬ ଲକ୍ଷ ଟଙ୍କାର କୃଷି ଋଣ । ଛୋଟ କୃଷକଙ୍କ ଉନ୍ନତି ପାଇଁ ଗଠନ କରା ଯାଉଛି ୧୦,୦୦୦ କୃଷି ଉତ୍ପାଦ ସଂଗଠନ । ମାଣ୍ଡିଆ ଉତ୍ପାଦନ ଓ ଉଦ୍ୟାନ କୃଷି ଉପରେ କେନ୍ଦ୍ର ସରକାର ଦେଉଛନ୍ତି ଅଧିକ ନଜର : ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
#agriculturebudget #farmers #NarendraSinghTomar #AgricultureMinister #ArgusNews