#ଏମିତି_ଏକ_ଗାଁ_ଯେଉଁଠି_୨୧ବର୍ଷ_ଧରି_ଚାଲିଛି_ଅଖଣ୍ଡ_ନାମଯଜ୍ଞ
ଦିନ ରାତି ଜପ ହୁଏ ରାମ ନାମ ହରି ନାମ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବଡ଼ମାଧପୁର ଗ୍ରାମର କଥା । ଜଗତ କଲ୍ୟାଣ ଉଦେଶ୍ୟରେ ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ଅଖଣ୍ଡ ନାମଯଜ୍ଞ ୨୧ ବର୍ଷ ରେ ପହଁଚିଛି ଦିନ ରାତି ୪ମିଶିକି ଚାରିପ୍ରହର ନାମ ବୋଲାଯାଉଛି ।
#ArgusNews #AkhandYagya #Ganjam #Harinam #RamNaam #badamadhapur #village #Odisha