ଆସନ୍ତା ଏପ୍ରିଲ ୫ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ପଦ୍ମ ପୁରସ୍କାର ସମୋହାର ରେ ଅଂଶଗ୍ରହଣ କରିବା ପାଇଁ ଝାରସୁଗୁଡ଼ା ସହରେ ଥିବା ମାରୱାଡ଼ି ପଡ଼ା ୟୁପି ସ୍କୁଲ୍ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ ପତି ଙ୍କୁ ରାଷ୍ଟ୍ରପତି ଭବନ ରୁ ଏପ୍ରିଲ ୫ ତାରିଖ ହେବାକୁ ଥିବା ପଦ୍ମ ପୁରସ୍କାର ସମୋହାର ରେ ଯୋଗଦାନ ପାଇଁ ନିମନ୍ତ୍ରଣ ପତ୍ର ଆସିଛି ।
#ArgusNews #PadmaAward #RashtrapatiBhavan #Jharsuguda #odisha