#ଆଲବମ_ଅଭିନେତ୍ରୀ_420
#ଅଭିନେତ୍ରୀଙ୍କ_ନାଁରେ_ପାଲଟା_ଅଭିଯୋଗ
ମହିଳା ଏକ ହେଲେ ସ୍ଵାମୀ ଅନେକ । ନଜର ପକାନ୍ତୁ ଏହି ଫୋଟୋ ଉପରେ । ଜଣେ କି ଦୁଇ ଜଣ ନୁହେଁ ଏକାଧିକ ପୁରୁଷଙ୍କ ସହ ସମ୍ପର୍କରେ ରହିଛନ୍ତି ଏହି ଆଲବମ ଅଭିନେତ୍ରୀ । ଗୋଟିଏ ନୁହେଁ ଭିନ୍ନ ଭିନ୍ନ ପରିଚୟ ଦେଇ ଭିନ୍ନ ଭିନ୍ନ ଲୋକଙ୍କୁ ବିବାହ କରି ଥାନାରେ ଦେଉଛନ୍ତି ଏତଲା । ଏଭଳି ଅଭିଯୋଗ କରିଛନ୍ତି ପୁରୀର ଜଣେ ବ୍ୟବସାୟୀଙ୍କ ଆଇନଜୀବୀ ।
#AlbumActress #woman #photos #Odisha #ArgusNews