#ଗାଁ_କୁ_ନେତା_ବାରଣ_କଲେ_ଆଦିବାସୀ
ଗରିବଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ଯୋଜନା କେବଳ କାଗଜ କଲମରେ ସିମୀତ ରହିଛି । ଏବେବି ମୌଳିକ ଅଧିକାରରୁ ବଞ୍ଚିତ ଆଦିବାସୀ । ଏକୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ଜଗତସିଂପୁର ଧରାଧରପୁର ପଞ୍ଚାୟତ 3ନମ୍ବର ୱାର୍ଡରୁ ଆସିଛି ଏଭଳି ଅଭିଯୋଗ ।
#jagatshingpur #panchayatelection #OdishaElection #Election2022 #dharadharapur #sarapancha2022 #Odisha #ArgusNews