5 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ରାଜ୍ୟ ସରକାର ଘରୋଇ ରିଟେଲର ସଂଘ । ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗୀୟ କଣ୍ଟ୍ରୋଲର ଅଧିନିୟମ ଧାରା 4 ଓ 6 କୁ ଉଚ୍ଛେଦ ଓ ବକେୟା ବର୍ଷ ମାନଂକର ପାଉଣା ପ୍ରଦାନ କରିବା ଭଳି ଦାବି ନେଇ ଲୋୟର ପିଏମଜି ଧାରଣା ସ୍ଥଳରେ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି
#ArgusNews #Bhubaneswar #OdishaStateGovernmentPrivateRetailersAssociation #Strike #Odisha