#ଗାଡି_ପାର୍କିଂ_ଦାୟିତ୍ବରେ_ଦୁର୍ନୀତି_ଅଭିଯୋଗ
#ଅଣସ୍ବୀକୃତ_ଲୋକେ_ଆଦାୟ_କରୁଛନ୍ତି_ପାର୍କିଂ_ଫି
ବିଏମସିରେ ଗାଡି ପାର୍କିଂକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଅଣସ୍ବୀକୃତ ଲୋକେ ଆଦାୟ କରୁଛନ୍ତି ପାର୍କିଂ ଫି । ଯାହାକୁ ବିରୋଧ କରିଛି କିନ୍ନର ସଂଘ ।
#ParkingIssue #BMC #Bhubaneswar #protests #Odisha #ArgusNews