ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ରାକମା ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନରେ ଜାଲିଆତି ଅଭିଯୋଗ । ଏହି ପଞ୍ଚାୟତରେ ଦୀର୍ଘ ଦିନ ଧରି ଅନେକ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଥାଇ ବି ରାସନ ସାମଗ୍ରୀ ପାଇବାରୁ ବଂଚିତ ହେଉଛନ୍ତି ।
#Nayagarh #bhapur #RationCard #PDSScam #allegations #Odisha #ArgusNews