ରାଜ୍ୟରେ ସରକାର ମହିଳା ସ୍ବାବଲମ୍ବୀ ହେବା ପାଇଁ ମିଶନ୍ ଶକ୍ତି ବିଭାଗ ନାଆଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ବାସ୍ଥବରେ ଯୋଜନା ସରକାରୀ ଅଧିକାରୀ ଓ ପ୍ରଭାଶାଳୀ ବ୍ୟକ୍ତି ନିଜ ମହିଳାଙ୍କ ନାଆଁରେ ଯୋଜନା ହାତେଇ କୌଣସି କାର୍ଯ୍ୟ ନକରି ସମସ୍ତ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି।
#chendipada #SelfHelpGroup #MissionShakti #GovermentScheme #loot #Odisha #ArgusNews