ହ୍ୟୁମାନ ସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ । ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ପତ୍ନୀ । କଟକ ଡିସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ । କଉନସେଲିଂ ପାଇଁ ନିର୍ଦେଶ ଦେଲେ କଟକ ଡିସିପି ।
#ArgusNews #HumaneSagar #wifeallegations #torturecase #counselling #CuttackDCP #Odisha