#BJP_ପକ୍ଷରୁ_ଥାନାରେ_ମନ୍ତ୍ରୀ_ଶ୍ରୀ_ଅଲେଖ_ଗିରିଙ୍କୁ_ଗିରଫ_ଅଭିଯୋଗ
ପଶ୍ଚିମବଙ୍ଗ ଜେଲ୍ ବିଭାଗ ମନ୍ତ୍ରୀ ଶ୍ରୀ ଅଲେଖ ଗିରି ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ସହିତ ଅନ୍ୟାନ୍ୟ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଦୃଢ଼ ପ୍ରତିବାଦ ନିନ୍ଦା କରିବା ସହିତ ଏକ ଏତଲା ଦାଖଲ କରାଯାଇଥିଲା ।
#TMCMinister #objectionableremark #President #DraupadiMurmu #AkhilGiri #BJP #Boudh #National #ArgusNews