#ମାସ_ମାସ_ଧରି_ଭତ୍ତା_ପାଇବାରୁ_ବଞ୍ଚିତ_ଦୁର୍ଗମ_ଅଞ୍ଚଳବାସୀ
#ପାଞ୍ଚ_ଶହ_ଟଙ୍କା_ପାଇଁ_ଯିବାକୁ_ପଡୁଛି_ମାଇଲ_ମାଇଲ_ଦୂର
ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳବାସୀ । ସରକାରଙ୍କ ତରଫରୁ ଦିଆଯାଉଥିବା ଭତ୍ତା କିଏ ୪ ମାସ ତ , କିଏ ୬ ମାସ ହେବ ପାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ରାୟଗଡା ଜିଲ୍ଲାର ସବୁଠାରୁ ଦୁର୍ଗମ ଅଞ୍ଚଳ କୁହାଯାଉଥିବା ଚନ୍ଦ୍ରପୁର ବ୍ଲକରୁ ।
#Allowance #OdishaGovt #remoteareas #Rayagada #deprived #Odisha #ArgusNews