#ସଫଳ_ବ୍ୟବସାୟୀ_ବାସୁଦେବ
୧୯୮୦ ମସିହାରେ +୩ ପାସ୍ କରିସାରିବା ପରେ ମଧ୍ୟ ଚାକିରି ପଛରେ ନ ଗୋଡ଼େଇ ନିଜର ଏକ କ୍ଷୁଦ୍ର କାରଖାନା ପ୍ରତିଷ୍ଠା କରି ନିଜ ଅଞ୍ଚଳ ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି ଆଠଗଡ଼ ବ୍ଲକ ବାଳୀ ଗ୍ରାମର ବାସୁଦେବ ମିଶ୍ର ।
#ArgusNews #Businessman #aluminium #smallbusiness #selfemployed #Odisha