ରୂପାନ୍ତରୀକରଣ ନାଁରେ ରଙ୍ଗ ବୋଳା !
ସ୍କୁଲ ପରେ ମେଡିକାଲରେ ସବୁଜ ରଙ୍ଗ ବୋଳିବେ ରାଜ୍ୟ ସରକାର । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆମ ହସ୍ପିଟାଲ କାର୍ଯ୍ୟକ୍ରମ । 147ଟି ମେଡିକାଲର ରୂପାନ୍ତରୀକରଣ କରିବାକୁ ଯୋଜନା ହୋଇଛି । ଅବ୍ୟବସ୍ଥା ଓ ଡାକ୍ତରଙ୍କ ଅଭାବ ଭିତରେ କେମିତି ଚାଲିଛି ରାଜ୍ୟରେ ସ୍ବାସ୍ଥ୍ୟସେବା, ଦେଖିବା ଅର୍ଗସର ସ୍ପେଶାଲ ରିପୋର୍ଟ
#ArgusNews #modification #AmaHospital #OdishaGovt #Odisha