#ପୁଣି_ଚୀନକୁ_ଆମେରିକାର_ଚେତାବନୀ
#ବିବାଦ_କଲେ_ଛାଡ଼ିବ_ନାହିଁ_ଆମେରିକା
ନିକଟରେ ଆମେରିକା ଆକାଶରେ ଉଡ଼ିଥିଲା ଚାଇନାର ଏକ ସ୍ପାଏ ବେଲୁନ । ବେଲୁନ୍ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ବପୂର୍ଣ୍ଣ ସାମରିକସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କରିବା ସହ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେଇଥିଲା। ଏହାକୁ ନେଇ ଥମିନି ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ।
#ArgusNews #China #America #Controversy #National