#ଦୁଃଖ_କରେନି_ଆମେ_ସାଥୀ_ହୋଇ_ଚାଲିବା
ପ୍ରେମ ନିଷ୍ପାପ୍ ପ୍ରେମ ହିଁ ବିଶ୍ୱାସ,ପ୍ରେମରେ ନାହିଁ ଭେଦ ଭାବ,ପ୍ରେମ ଅତୁଳନୀୟ, ଦୁଇଟି ମନର ନିଷ୍ପାପ ମିଳନରୁ ସୃଷ୍ଟି ପ୍ରେମ,ପ୍ରେମ ଯୁଗେ ଯୁଗେ ଅମର। ଏମିତି ଏକ ପ୍ରେମ କାହାଣୀ ଆରମ୍ଭ ହୁଏ ୨୦୧୭ ମସିହା ପ୍ରେବୃଆରୀ ମାସରୁ ଯାହା ପୁଣି କଟକ ସହରରେ ଦେଖା ଚାହାଁ।
#disabledwoman #love #faith #belive #Cuttack #husbandwife #ArgusNews