#ଓଡ଼ିଆ_ଫିଲ୍ମରେ_ହିନ୍ଦୁ_ଧର୍ମକୁ_ଅପମାନ !
#ହିନ୍ଦୁ_ଧର୍ମାବଲମ୍ବୀଙ୍କ_ଭାବାବେଗ_ସହ_ଖେଳ
ମିଷ୍ଟର କହ୍ଲେୟାରେ କୃଷ୍ଣଙ୍କୁ ଅପମାନ। ହିନ୍ଦୁ ଭାବାବେଗକୁ ଆଘାତ ଦେଇଛି ଫିଲ୍ମ। ରିଲିଜ ଅପେକ୍ଷାରେ ଥିବା ଫିଲ୍ମକୁ ନେଇ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଶ୍ବ ହିନ୍ଦୁ ପରିଷଦ।
#Odisha #ArgusNews #Ollywood #movie #PapuPamPam #Hinduism #Oriyafilm #allegations #controversy