#ଆଖିରୁ_ସ୍ବପ୍ନ_ଛଡାଇ_ନଇଛି_ଅଜଣା_ରୋଗ
#ବିଛଣାରେ_ଛପପଟ_ହେଉଛି_କୁନି_ପୁଅ
କଅଁଳ ବୟସରେ କଷଣ ଦେଉଛନ୍ତି ଭଗବାନ। ଭଲ ପଢିବ, ଡାକ୍ତର ହେବ। ସମ୍ବିତଙ୍କ ପାଇଁ ଏମିତି ଅନେକ ସ୍ବପ୍ନ ଦେଖିଲେ ବାପା ମାଆ। ମାତ୍ର ବିଧିର ବିଧାନ କିଛି ଅଲଗା। ଡାକ୍ତରଙ୍କ ଭରସାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସମ୍ବିତ।
#Bhubaneswar #Child #Treatment #ArgusNews