ଆନନ୍ଦପୁର ଉପଖଣ୍ଡ ଅଳତି ମିନିଷ୍ଚାଡିୟମରେ ଚାଲିଥିବ ସର୍ବ ଭାରତୀୟ ଗୋଲଡେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନି ଫାଇନାଲ ମ୍ୟାଚରେ ଏମଏମସିସି ସମ୍ବଲପୁରକୁ ହରାଇ ରାଇଜିଂ ଷ୍ଟୁଡେଣ୍ଟ କଟକ ଚମ୍ପିଅନ ହୋଇଛି। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ସୌରଭ ତିୱାରୀ ,ବିଜେଡ଼ି ଯୁବନେତା ସୌମ୍ଯଶଙ୍କର ଚକ୍ର ପ୍ରମୂଖ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ....।
#ArgusNews #Anandapur #crickettournament #Odisha