ପୁଣି ୨୩ରୁ ରାଜ୍ୟରେ ରହିବ ପଶ୍ଚିମା ଝଡର ପ୍ରଭାବ। ଦୁଇ ପ୍ରକାରର ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ଏବଂ ୩୦ରୁ ୪୦ କିମି ବେଗରେ ପବନ ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଆରେଞ୍ଜ ୱର୍ଣିଂ ଜାରି କରିଛି ପାଣିପାଗ ବିଭାଗ
#ArgusNews #Rain #Weather #MeteorologicalDepartment #Odisha