#ସେତେବେଳେ_ଗଣେଶ_ଆଉ_ଏବେ_ମିଟୁ
#ମିଳିମିଶି_ଚାପିଦେବାର_ବଡ଼_ଷଡଯନ୍ତ୍ର_କି
ପୁଣି ବିବାଦରେ ବ୍ରହ୍ମପୁର ଗୋଲନ୍ଥରା ଥାନା। ହାଜତ ହତ୍ୟାର ଆସିଛି ସାଂଘାତିକ ଅଭିଯୋଗ। ବ୍ରହ୍ମପୁର ଗୋଳନ୍ଥରା ପୋଲିସ ମାଡ଼ମାରି ଗିରଫ କରିଥିବା ଯୋଗୁଁ କୋର୍ଟ ଫରୱାର୍ଡର ତିନିଦିନ ପରେ ବିଚାରଧିନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି
#Brahmapur #HazatCase #Police #Odisha #ArgusNews