#ପୁଣି_ତେଜିଲା_କ୍ରସର_ବିରୋଧୀ_ଆନ୍ଦୋଳନ
#କ୍ରସର_ହଟାଓ_ପରିବେଶ_ବଞ୍ଚାଓ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରଭୁଇଁରେ ଗତ ବର୍ଷ ୩ଟି ପଥର ଖଣି ଓ କ୍ରସର ଚାଲିଥିବା ବେଳେ ଲୋକଙ୍କ ଆନ୍ଦୋଳନ ପରେ ଜିଲ୍ଲା ପ୍ରସାସନ ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ଦ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୮ ମାସ ବ୍ୟବଧାନ ପରେ ଜିଲ୍ଲା ପ୍ରଶାସନ ପୁଣି ସେଇ ଲିଜଧାରୀଙ୍କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଅନୁମତି ଦେବା ପରେ ଗ୍ରାମବାସୀ ଅନ୍ଦୋଳନ ମୁହାଁ ହୋଇଛନ୍ତି ।
#Crusher #Protest #environment #villagers #TahasilOffice #excavating #Boudh #Odisha #ArgusNews