#ଓଡ଼ିଶାରେ_ଆନ୍ଧ୍ର_ମାଫିଆଙ୍କ_ରାଜ
#ଆନ୍ଧ୍ର_ମାଛ_ବ୍ୟବସାୟୀଙ୍କ_କବଜାରେ_କରାତଳି_ତାମ୍ପରା
ଗଞ୍ଜାମ ଛତ୍ରପୁର ବ୍ଲକର ପ୍ରକୃତି ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲେ ମଧ୍ୟ ଏହାର ପ୍ରଶାସନିକ ଯତ୍ନ ଓ ପ୍ରକୃତିକ ସଂପଦ ମାନଙ୍କ ସୁରକ୍ଷା ଅବହେଳା ଲାଗି ବର୍ତ୍ତମାନ ପ୍ରାକୃତିକ ହ୍ରଦ ଗୁଡିକ ସଙ୍କଟଜନକ ଅବସ୍ଥାରେ ।
#Ganjam #fishermen #AndhraPradesh #Odisha #ArgusNews