#ଓଡିଶା_ସୀମାନ୍ତରେ_ଆନ୍ଧ୍ର_କରୁଛି_ଦାଦାଗିରି
#ଓଡିଶାର_ସମ୍ପତ୍ତି_ଉପରେ_ଆନ୍ଧ୍ରର_ଲୋଲୁପ_ଦୃଷ୍ଟି
ଆନ୍ଧ୍ର ଅଧିକାରୀ ଆସି ଦେଖାଉଛନ୍ତି ବହପ । ରାଜ୍ୟ ସରକାରଙ୍କ ନୀରବତାର ସୁଯୋଗ ନେଇ ଏବେ ଆନ୍ଧ୍ରର ଜଗନ ସରକାର ମିଶନ୍ ମୋଡରେ ଆରମ୍ଭ କରିଦେଇଛନ୍ତି କାମ । ସତେ ଯେମିତି ଓଡିଶାର କୋଟିଆକୁ ଦଖଲ କରିବା ପାଇଁ ଆନ୍ଧ୍ର ଆଖିରେ ନିଦ ନାହିଁ ।
#Kotia #AndhraPradesh #BorderIssue #OdishaGovt #ArgusNews