ପୁରୀ ଗସ୍ତରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ। ପୁରୀ ସର୍କିଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ତରଫରୁ ଓ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଵାଗତ କରାଯାଇଥିଲା ପରେ ସେ ନିଜ ଧର୍ମପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
#puri #andrapradesh #governer #BiswabhusanHarichandan #Srimandir #visit #Odisha #ArgusNews