#ଓଡ଼ିଶା_ଗାଁରେ_ଆନ୍ଧ୍ରର_ରାସ୍ତା
#ବିବାଦୀୟ_କୋଟିଆରେ_ରାସ୍ତା_ନିର୍ମାଣ_କରୁଛି_ଆନ୍ଧ୍ର_ସରକାର
ଓଡ଼ିଶା ପୁସ୍ତକରେ ମାଛ କୁଣ୍ଡ ଆନ୍ଧ୍ରର । ଫାଟୁସିନେରିରୁ କୋଡମ ଗାଁକୁ ହେଉଛି ରାସ୍ତା । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି ।
#Kotia #AndhraPradesh #BorderIssue #Odisha #ArgusNews