ଜାରି ରହିଛି ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ। ଦୀର୍ଘ ୧୦ ଦିନ ଧରି ICDS ଅଫିସ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି ଅଙ୍ଗନବାଡି କର୍ମୀ। ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି। ତେବେ ଗୋଟେ ପଟେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ। କେବେ ପୂରଣ ହେବ ଲୋକଙ୍କ ସମସ୍ୟା, ତାହା ଉପରେ ସମସ୍ତଙ୍କ ନଜର।
#ArgusNews #Anganwadiworkers #Protest #Demand #Odisha