#ଖୋଲା_ଆକାଶ_ତଳେ_ହକ୍_ପାଇଁ_ଲଢେଇ
#ଶୀତ_ରାତିରେ_ରାଜରାସ୍ତାରେ_ଅହୋରାତ୍ର_ଧାରଣା
17 ଦିନ ହେଲା ବନ୍ଦ ରହିଛି ଅଙ୍ଗନଓ୍ବାଡି। ଗର୍ଭବତୀ, ପ୍ରସୂତି, ଶିଶୁ, ପ୍ରାକବିଦ୍ୟାଳୟ ପ୍ରଭାବିତ । ଧାରଣାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା । ହକ୍ ନିମିଳିବା ଯାଏଁ ଅହୋରାତ୍ର ଧାରଣା ଦେବାକୁ ଚେତାବନୀ । ସେପଟେ ସ୍ଥାୟୀ ନିଯୁକ୍ତି ନମିଳିଲେ ନବୀନ ନିବାସ ଘେରିବାକୁ ଚେତାବନୀ ଦେଲେଣି ଆଶାକର୍ମୀ ।
#ArgusNews #Anganwadiworkers #protest #Bhubaneswar #OdishaGovt #Odisha