କୋଇଡା ଶିଶୁ ସମ୍ମାନିତ ବିକାଶ କେନ୍ଦ୍ର ସମ୍ମୁଖରେ ବିଭନ୍ନ ଦାବିକୁ ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଭାରତୀୟ ମଜଦୂର ସଂଘ୍ ତରଫରୁ ଅଙ୍ଗୱାନଡ଼ି କର୍ମୀ, ଦାବି ପୂରଣ ନହେଲେ ଆନ୍ଦୋଳନରୁ ଅହରି ବି ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
#ArgusNews #Anganwadiworkers #IndianLaborUnion #Protests #Sundargarh #Bonai #Odisha