ନବନିର୍ମିତ ହିଙ୍ଗୁଳା ମନ୍ଦିରରେ ହୋଇନାହିଁ ଆର୍ଥିକ ଅନିୟମିତତା । ଟ୍ରଷ୍ଟ ପକ୍ଷରୁ ନିର୍ମାଣ ଆଳରେ ଏକ ଟଙ୍କାର ଦୁର୍ନୀତି ହୋଇନଥିବା ନେଇ ସ୍ପଷ୍ଟ କରିଛନ୍ତି ତାଳଚେର ଗୋପାଳ ପ୍ରସାଦ ସ୍ଥିତ ମାଆ ହିଙ୍ଗୁଳା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ ରଥ
#Angul #HingulaTemple #Financialirregularities #Pressmeet #ArgusNews