ଅନୁଗୋଳ ଜିଲ୍ଲା ଛେଣ୍ତିପଦା ସ୍ଥିତ ନିଶା ଜେଏସପିଏଲ୍ ରେ ନୂତନ ରେବର ମିଲ୍ ଉଦଘାଟନ କରାଯାଇଛି । ଏହି ଉଦଘାଟନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଯୋଗଦେଇ ଜିନ୍ଦଲ ପ୍ଲାଣ୍ଟର ୧.୪ ଏମଟିପିଏ ରେବର ମିଲ ଜାତି ଉଦ୍ଧେଶ୍ୟରେ ଉତ୍ସର୍ଗ କରିଥିଲେ
#Angul #Chhendipada #JSPL #inauguration #ArgusNews