#ଅଲୌକିକ_ଦୃଶ୍ୟ_ନିମ୍ବଗଛ_ଜଳୁଛି_ପୂଜାର୍ଚ୍ଚନା_କଲେ_ଲିଭିଯାଉଛି
ଆପେ ଆପେ ଜଳୁଛି ନିମ୍ବଗଛ । ବହୁ ବର୍ଷର ଏହି ନିମ୍ବଗଛଟି ଜଳିବାରେ ଲାଗିଛି । କେଉଁଠୁ ନିଆଁ ଆସିଲା କେହି ଜାଣନ୍ତିନି । କେତେବେଳେ ଜଳୁଛି, କେତେବେଳେ ଲିଭିଯାଉଛି ।
#ArgusNews #Angul #NeemTree #Treeburning #Odisha