ଭୁବନେଶ୍ୱର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଆନ୍ଦୋଳନ ସମୟରେ ପୋଲିସର ଉଦ୍ଦେଶ୍ୟ ମୂଳକ ଭାବେ କରାଯାଇଥିବା ଆକ୍ରମଣ ଓ ଏହି କ୍ରମରେ ରାଜ୍ୟର ବିଭିନ୍ନ ଥାନାରେ ଏ ନେଇ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦିଆଯିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅନୁଗୁଳ ଏସପି ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି...।
#ArgusNews #angul #BJP #protest #Odisha