ପାଣି ପାଇଁ ତାତିଲେ ମହିଳା । ଠିକଣା ସମୟରେ ପାଣି ନମିଳିବାରୁ ପମ୍ପ ଘରେ ପକାଇଲେ ତାଲା । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲାର ଖିଣ୍ଡା ଗାଁରେ । ଦୀର୍ଘ ଦୁଇ ବର୍ଷ ହେବ ପାଣି ଟାଙ୍କି ନିର୍ମିତ ହୋଇଥିଲେ ମଧ୍ୟ ପାଣି ସପ୍ଲାଇ ହେଉ ନ ଥିଲା।
#Angul #waterproblems #PublicIssue #Protest #ArgusNews