ଅନେକ ବାଧା ବିଘ୍ନ ଭିତରେ ପଶୁ ପକ୍ଷୀଙ୍କ ପାଇଁ ତିନିଓଳି ର ଖାଦ୍ୟ ଯୋଗାଡ଼ କରୁଛନ୍ତି ପୂରବୀ ପାତ୍ର। ଫନି ସମୟରେ ସେ ୨ ମାସ ଘରକୁ ନଯାଇ ପଶୁପକ୍ଷୀ ମାନଙ୍କ ନିରନ୍ତର ସେବା କରିଥିଲେ। ତାଙ୍କୁ ସମ୍ମାନିତ କରାଗଲା ଅର୍ଗସ ନ୍ୟୁଜର 'ପ୍ରାଇଡ ଅଫ ଓଡ଼ିଶା ସମ୍ମାନ' ଉତ୍ସବରେ ।
#prideofodisha #PrideOfOdishaSammanUtsav #awardshow #awardee #PurabiPatra #culturalprogram #odisha #ArgusNews