#ଭିଜିଲାନ୍ସ_ଜାଲରେ_ଆଉ_ଜଣେ_ବାବୁ
#ଜିଆରଏସଙ୍କ_ଘରେ_ରେଡ୍
ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ଼। ଜିଆରଏସ ବାବୁଲି ଚରଣ ପଢିହାରୀଙ୍କ ଘରେ ଭିଜିଲାନ୍ସର ମାରାଥନ ଜେରା। କୋଟିଏ ୨୪ ଲକ୍ଷ ମୂଲ୍ୟର ଘର ଏବଂ ୫୯ଟି ଫ୍ଲାଟ ରହିଛି ତାଙ୍କ ନାଁରେ।ଯାହାର ତନାଘନା କରୁଛି ଭିଜିଲାନ୍ସ...
#Odisha #ArgusNews #vigilance #Raid #engineer #Bhubaneswar